ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୭, ୨୦୨୧)

ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚ ଜି.କେ.ସି.ଏମ୍ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି

ସିଡିଏ-ନୁଆପାଟଣା ରୋଡକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ବାଲି ଗୁଡିକ ରାସ୍ତାକଡ଼ରେ ପଡିଛି

କଟକ, ସିଡିଏ ସେକ୍ଟର -୭ ରିଙ୍ଗବନ୍ଦ ରୋଡରେ ଗାଈଗୋରୁ ମାନେ ଚରୁଛନ୍ତି ଯାହାକି ମୋଟର ଚାଳକଙ୍କ ପାଇଁ ବିପଦ ସୃଷ୍ଟିକରିପାରେ

କଟକ, କୃଷକ ବଜାର ନିକଟ ଏକ ପୋଖରୀରେ ପକ୍ଷୀମାନେ ବସିଛନ୍ତି