ଓଡ଼ିଶା: ଆଜିର ଫଟୋ ( ୧୫ ଜୁନ, ୨୦୨୪)

କଟକ ଚାଉଳିଆଗଞ୍ଜ ଖେଳ ପଡିଆରେ ଅନୁଷ୍ଠିତ ରଜ ମହୋତ୍ସବରେ ଯୁବତୀ ମାନେ ଦୋଳି ଓ ପୁଚି ଖେଳୁଛନ୍ତି

 

 

କଟକ ଡଗରପରା ହନୁମାନ ମନ୍ଦିର ସମ୍ମୁଖ ପିଣ୍ଡିରେ ଲୋକମାନେ ପଶା ଖେଳି ରଜ ପାଳନ କରୁଛନ୍ତି

 

 

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଦୀପ୍ତି ରଞ୍ଜନ ବରାଳ ଓ ହିମାଂଶୁ କୁମାର ରାୟଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୧ ଜାନୁଆରୀ, ୨୦୨୫ )

ଭୁବନେଶ୍ୱର ପଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳାରେ ଲୋକଙ୍କ ଭିଡ     ସକାଳ ସମୟରେ ରାଜଧାନୀରେ ଘନ କୁହୁଡି     ଭୁବନେଶ୍ୱର ରବୀନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ୮ ଜାନୁଆରୀ, ୨୦୨୫ )

ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜିଠୁ ଆରମ୍ଭ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ       ପୁରୀ ନୀଳାଦ୍ରି ବେଳାଭୂମିରେ କଳାକାରମାନଙ୍କ ଦ୍ୱାରା ବର୍ଜ୍ୟ ବସ୍ତୁରେ...

ଓଡ଼ିଶା: ଆଜିର ଫଟୋ ( ୬ ଜାନୁଆରୀ, ୨୦୨୫ )

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି       ଭୁବନେଶ୍ୱର ଆଇଏମଏମଟି ଠାରେ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ୨୦୨୫...

ଓଡ଼ିଶା: ଆଜିର ଫଟୋ ( ୪ ଜାନୁଆରୀ, ୨୦୨୫ )

  ଭୁବନେଶ୍ୱର ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଧରିତ୍ରୀର ୫୧ତମ ଜନ୍ମ ଦିବସ ସମାରୋହ

ଓଡ଼ିଶା: ଆଜିର ଫଟୋ ( ୧ ଜାନୁଆରୀ, ୨୦୨୫ )

ନୂଆ ବର୍ଷ ଉପଲକ୍ଷେ ପୁରୀରେ ଲୋକଙ୍କ ଭିଡ     ଭୁବନେଶ୍ୱର ରାମମନ୍ଦିରରେ ନୂଆ ବର୍ଷ ଉପଲକ୍ଷେ ଭକ୍ତଙ୍କ ଲମ୍ବା ଧାଡି      ...

ଓଡ଼ିଶା: ଆଜିର ଫଟୋ ( ୩୧ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ୟୁନିଟ – ୩ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା ପାଇଁ ପ୍ରସ୍ତୁତି       ରାଜଧାନୀର କେତେକ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ

ଓଡ଼ିଶା: ଆଜିର ଫଟୋ ( ୨୯ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ଉତ୍କଳ ମଣ୍ଡପରେ କଳାଞ୍ଜଳି କଳାକାର ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ, ‘କଳାଞ୍ଜଳି ଫୋକ୍ ଫେଷ୍ଟିଭାଲ’     ଭୁବନେଶ୍ୱର ଲକ୍ଷ୍ମୀସାଗର ଛକ ରାସ୍ତା ସ୍ଥାନୀୟ...

ଓଡ଼ିଶା: ଆଜିର ଫଟୋ ( ୨୮ ଡିସେମ୍ବର, ୨୦୨୪ )

କଟକ ବାଲିଯାତ୍ରା ଉପର ପଡିଆରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଶିଶୁ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ    ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image