ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୦, ୨୦୨୨)

କଟକ ସ୍ଥିତ ବାଦାମବାଡି ବସ୍ ଷ୍ଟାଣ୍ଡ ଠାରେ ଯାତ୍ରୀମାନେ କୋଭିଡ -୧୯ ନିୟମ ଗୁଡିକୁ ମାନୁନାହାନ୍ତି

ଭୁବନେଶ୍ୱରର ରସୁଲଗଡର ଏକ ସରକାରୀ ଡାକ୍ତରଖାନାରେ ଜଣେ ବରିଷ୍ଠ ନାଗରିକ ସୋମବାର ତାଙ୍କ ବୁଷ୍ଟର୍ ଡୋଜ ନେଇଛନ୍ତି

ଶ୍ରମିକମାନେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏଲଇଡ଼ ଫ୍ରଟଲାଇଟ ଲଗାଉଛନ୍ତି

ଭୁବନେଶ୍ୱର ଏବଂ କଟକ ଟ୍ୱିନ୍ ସିଟି ସୋମବାର ଘନ କୁହୁଡ଼ି ପାଇଁ ଲୋକ ମାନେ ଯିବା ଆସିବାରେ ବାଧା ସୃଷ୍ଟିକରୁଛି

ରଥଯାତ୍ରା ୨୦୨୨ ର ପ୍ରଥମ ପର୍ଯ୍ୟାୟ ଆରମ୍ଭ । ରଥକାଠ ଚିହ୍ନଟ ପାଇଁ ଶ୍ରୀମନ୍ଦିର ରୁ ଆଜ୍ଞାମାଳ ,ମହାପ୍ରସାଦ ସହ ନୟାଗଡ଼ ବଡ଼ମୂଳ ସ୍ଥିତ ବଡରାଉଳ ଠାକୁରାଣୀ ଙ୍କ ପୁଜା ଅର୍ଚ୍ଚନା ପାଇଁ ନିଆଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ଉତ୍କଳ ମଣ୍ଡପରେ କଳାଞ୍ଜଳି କଳାକାର ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ, ‘କଳାଞ୍ଜଳି ଫୋକ୍ ଫେଷ୍ଟିଭାଲ’     ଭୁବନେଶ୍ୱର ଲକ୍ଷ୍ମୀସାଗର ଛକ ରାସ୍ତା ସ୍ଥାନୀୟ...

ଓଡ଼ିଶା: ଆଜିର ଫଟୋ ( ୨୮ ଡିସେମ୍ବର, ୨୦୨୪ )

କଟକ ବାଲିଯାତ୍ରା ଉପର ପଡିଆରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଶିଶୁ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ    ...

ଓଡ଼ିଶା: ଆଜିର ଫଟୋ ( ୨୭ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର GKCM ରେ ତ୍ରିଭଙ୍ଗ କଳା ନିକେତନର ବାର୍ଷିକ ଦିବସ ପାଳନ     ବ୍ରହ୍ମପୁର ଗୋଶାଣିନୁଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଓଡ଼ିଶା: ଆଜିର ଫଟୋ ( ୨୪ ଡିସେମ୍ବର, ୨୦୨୪ )

କଟକ ସିଡିଏ ବେଲଭିଉ ଛକଠାରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ       ବିଧାନ...

ଓଡ଼ିଶା: ଆଜିର ଫଟୋ ( ୨୨ ଡିସେମ୍ବର, ୨୦୨୪ )

ପୁରୀ ବେଳାଭୂମିରେ ଅନୁଷ୍ଠିତ ” Folk Fair 2024″ ରେ ବିଭିର୍ନ ଲୋକ କଳା ପ୍ରଦର୍ଶନ କରାଯାଉଛି     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୧ ଡିସେମ୍ବର, ୨୦୨୪ )

ରାଜଧାନୀରେ ଲଘୁଚାପ ଜନିତ ବର୍ଷା     ଲଘୁଚାପ ଜନିତ ବର୍ଷା ଯୋଗୁ ପୁରୀ ବଡ଼ଦାଣ୍ଡରେ ନାହିଁ ପର୍ଯ୍ୟଟକଙ୍କ ଭିଡ଼     ଭୁବନେଶ୍ୱର ରବୀନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ୧୮ ଡିସେମ୍ବର, ୨୦୨୪ )

କଟକ ଖ୍ରୀଷ୍ଟ କଲେଜରେ ଖ୍ରୀଷ୍ଟମାସ କାରୋଲ୍ ପାଳନ     ଭୁବନେଶ୍ୱର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ ସ୍ମାରକୀ ଜାତୀୟ ପତାକା ଉଦଘାଟନ

ଓଡ଼ିଶା: ଆଜିର ଫଟୋ ( ୧୭ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ସତ୍ୟ ନଗର ଚର୍ଚ୍ଚ ନିକଟରେ ଖ୍ରୀଷ୍ଟମାସ ଉପଲକ୍ଷେ ଲୋକମାନେ ବିଭିନ୍ନ ଜିନିଷ କିଣୁଛନ୍ତି     ବଡ ଦିନ ଉପଲକ୍ଷେ କଟକ ସୁତା ହାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri