ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୦)

କଟକ ସଚ୍ଚିଦାନନ୍ଦ ମଠରେ ନାଗ ଚତୁର୍ଥୀ ପାଇଁ ମହିଳାଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର ନିକୋ ପାର୍କ ରାସ୍ତା ପାର୍ଶ୍ୱ କାନ୍ଥରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ

ରାଜଧାନୀରେ ଘନ କୁହୁଡିର ଆସ୍ତରଣ

କଟକ ଛତ୍ରବଜାର ତାଳଦଣ୍ଡା କେନାଲ ରୋଡ୍‍ ସମ୍ପ୍ରସାରଣ ପାଇଁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ