ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫ , ୨୦୨୦)

କଟକସ୍ଥିତ ରିଙ୍ଗବନ୍ଧ ର ବୋଷ ଗ୍ରାଉଣ୍ଡ ପାଶ୍ୱର୍ରେ ଜଣେ ବ୍ୟକ୍ତି ମାଛ ଧରିବା ଜାଲ ସିଲେଇ କରୁଛନ୍ତି

ଶୁକ୍ରବାର ଠାରୁ ଭୁବନେଶ୍ୱର ର ପ୍ରଦର୍ଶନୀ ପଡିଆ ଠାରେ “ମୁର୍ତ୍ତିକା” ଆରମ୍ଭ ପାଇଁ ପ୍ରଦର୍ଶନୀ ପଡିଆ ପ୍ରସ୍ତୁତ

ଜୋବ୍ରା ନିକଟ ମହାନଦୀ ନଦୀ ସ୍ରୋତରେ ଏକ ପଥର ଉପରେ କଇଁଛମାନେ ବିଶ୍ରାମ କରୁଛନ୍ତି