ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୮, ୨୦୨୦)

ରାଜଧାନୀର ପିଏମଜି ଛକରେ ପ୍ରବଳ ଉତ୍ତାପ ହେତୁ ମରୀଚିକା ସୃଷ୍ଟି ହୋଇଛି

ଶୀତଋତୁ ଆଗମନରେ ଲୋକ ମାନେ ଭୁବନେଶ୍ୱରର ୟୁନିଟ୍-୧ ବଜାରରେ ଶୀତବସ୍ତ୍ର କିଣୁଛନ୍ତି

ଭୁବନେଶ୍ୱର ନିକଟସ୍ଥ ବସନ୍ତପୁର ଗ୍ରାମରେ ଦୀପାବଳୀର ପ୍ରସ୍ତୁତି ପାଇଁ ଜଣେ ମହିଳା ମାଟି ଦୀପ ତିଆରି କରୁଛନ୍ତି