ଓଡ଼ିଶା: ଆଜିର ଫଟୋ (ମେ ୯, ୨୦୨୨)

କଟକ ଯୋବ୍ରା ଆନିକଟ ମହାନଦୀ ନିକଟରେ ସୁଦୃଶ୍ୟ ବାଦଲ

ରାଜଧାନୀ ଆକାଶରେ ଘନ ମେଘ ଦେଖାଯିବା ପରେ ସୋମବାର ଅପରାହ୍ନରେ ହଠାତ୍ ବର୍ଷା ଯୋଗୁ ଲୋକେ ବର୍ଷାରେ ଭିଜି ଭିଜି ଯାଉଛନ୍ତି

ଖରାରୁ ତ୍ରାହି ପାଇଁ: ଭୁବନେଶ୍ୱର ରାଜମହଲରେ କଲେଜ ଛାତ୍ରୀମାନେ ଛତା ଧରି ଯାଉଛନ୍ତି

ବର୍ଷାରେ ଫିକା ପଡିଥିବା ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳା

ରାଜଧାନୀ ରାସ୍ତାରେ ବର୍ଷାର ମଜା