ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୦)

ଦିୱାଲି ସପିଂ ପାଇଁ ଭୁବନେଶ୍ୱର ରେ ୟୁନିଟ୍-୨ ବଜାରରେ ପ୍ରବଳ ଭିଡ

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଟେରାକୋଟା ରେ ତିଆରି ଜିନିଷ ପ୍ରଦର୍ଶନ କରାଯାଉଛି

ଦୀପାବଳି ଭୁବନେଶ୍ୱର ୟୁନିଟ୍‍-୧ ହାଟରେ କାଉଁରି କାଠି ବିଡା ବ୍ୟବସାୟୀ ମାନେ ବିକୁଛନ୍ତି

ଧନତାରସ କୁ ଆଖି ଆଗରେ ରଖି ଜଣେ ମହିଳା ସୁନା ଦୋକାନରେ ସୁନା ଅଳଙ୍କାର କିଣୁଛନ୍ତି

ଜଣେ ମୂର୍ତି କାରିଗର ଦେବୀ ମା କାଳୀଙ୍କ ମାଟି ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି