ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୩, ୨୦୨୦)

ଭୁବନେଶ୍ୱର ଉପକଣ୍ଠରେ କୃଷକମାନେ ଧାନ ଅମଳ କରିବାରେ ଲାଗି ପଡିଛନ୍ତି

ରାଜଧାନୀର ଏକ ବଗିଚାରେ ମହୁ ସଂଗ୍ରହ ପାଇଁ ଫୁଲରୁ ଫୁଲ ଉଡ଼ିବୁଲୁଥିବା ପ୍ରଜାପତି

ଭଗବାନ ଜଗନ୍ନାଥଙ୍କ ‘ନାଗାର୍ଜୁନ ବେଶ’ର ରୀତିନୀତି ପାଇଁ ପୋଷାକ ପ୍ରସ୍ତୁତ କରୁଥିବା ଜଣେ ଶିଳ୍ପୀ

କଲେଜ ରାସ୍ତା ଦେଇ କଟକ ରେଳ ଷ୍ଟେସନ ଅଞ୍ଚଳରେ ସିଏମସି ତରଫ ରୁ ଉଛେଦ କାର୍ଯ୍ୟ ଚାଲିଛି