ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୫, ୨୦୨୦)

କଟକ କାଠଯୋଡି ନଦୀତଟରେ ପଞ୍ଚୁକ ଅବସରରେ ପୂଜା କରୁଛନ୍ତି ମହିଳା

କଟକ ରିଙ୍ଗବନ୍ଧ ରାସ୍ତାରେ ବୋ‍ଇତ ବନ୍ଦାଣକୁ ନେଇ ରଙ୍ଗତୁଳୀରେ ରୂପରେଖ ଦେଉଛନ୍ତି ଯୁବକମାନେ

ପଞ୍ଚୁକ ଅବସରରେ କରୋନା କଟକଣା ଯୋଗୁଁ କଟକ ଶ୍ରୀ ଅମରେଶ୍ୱର ମନ୍ଦିର ହୋ‍ଇଛି ଭକ୍ତଶୂନ୍ୟ

କଟକ କାଠଯୋଡି ନଦୀତଟରେ ସୂର୍ଯ୍ୟୋଦୟର ଦୃଶ୍ୟ

କଟକ ଶଙ୍କରପୁରରେ ଘର ସମ୍ମୁଖରେ ମୁରୂଜ ପକାଉଛନ୍ତି ଯୁବତୀ

କଟକ ଦରଘାବଜାର ଥାନା ରାସ୍ତାରେ ବିଶ୍ରାମ ନେଉଛନ୍ତି ଗୋରୁପଲ