ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୨)

ଏକ୍ସପ୍ୟାରୀ ହୋଇ ଥିବା ଖାଦ୍ୟ ପ୍ୟାକେଟ କୁ ଶିଶୁ ଭବନ ରିଙ୍ଗ ରୋଡ ପାର୍ଶ୍ୱରେ ଫିଙ୍ଗା ଯାଉଥିବା ବେଳେ ବୁଲା ଗୋରୁ ଗାଈ ପଲିଥିନ ପ୍ୟାକେଟ କୁ ଖାଉଛନ୍ତି

ବିହାରୀ ସମ୍ପ୍ରଦାୟର ଲୋକମାନେ ଭୁବନେଶ୍ୱରର କୁଆଖାଇ ନଦୀ କୂଳରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛନ୍ତି

ସି.ଆର.ପି.ଏଫ ଯବାନମାନେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମୋଟରସାଇକେଲ୍ ରାଲିରେ ଭୁବନେଶ୍ୱରରୁ କଟକ ଯାଉଛନ୍ତି

ବିହାରୀ ସମ୍ପ୍ରଦାୟର ମହିଳାମାନେ କଟକସ୍ଥିତ କାଠଯୋଡ଼ି ଦେବୀଗଡା ଠାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛନ୍ତି

କଟକଠାରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି

ଆଗକୁ କାର୍ତ୍ତିକ ପୂର୍ଣ୍ଣିମା କଟକସ୍ଥିତ ଚୌଧୁରୀ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି କାଗଜ ଡଙ୍ଗା ପ୍ରସ୍ତୁତ କରୁଛନ୍ତି