ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩୦ , ୨୦୨୦)

ସିଂହଦ୍ଵାର ସମ୍ମୁଖ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ବୋଇତ ବନ୍ଦାଣ ରଙ୍ଗୋଲି କରାଯାଇଛି

କରୋନା କଟାକଣା ଥିବାରୁ ବିନ୍ଦୁ ସାଗର ରେ ବୋଇତ ବନ୍ଦାଣ ଉତ୍ସବକୁ ବନ୍ଦ କରାଯାଇଛି

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲିଙ୍ଗରାଜ ମନ୍ଦିର ବ୍ୟାରିକେଡ୍ ବାହାରେ ଲୋକମାନେ ପ୍ରାର୍ଥନା କରୁଛନ୍ତି

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକ ମାନେ କୁଆଖାଇ ନଦୀ ରେ ଡଙ୍ଗା ଭସାଉଛନ୍ତି