ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୭ , ୨୦୨୦ )

ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ସଦସ୍ୟ ମାନେ ଦର୍ଶନ କରିବା ପାଇଁ ଯାଉଛନ୍ତି

ଏକ ଛୋଟ ପିଲା ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକରେ ଭିକ୍ଷା ମାଗୁଛି

ରବିବାର ଦିନ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ରେ ଦୋକାନୀମାନେ ବିକ୍ରୟ ପାଇଁ ଆଣି ଥିବା ଜିନିଷ ପତ୍ର ଗରାଖ ମାନକୁ ଦେଖାଉଛନ୍ତି