ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୦)

ବୋ‍ଇତ ବନ୍ଦାଣ ଉତ୍ସବ ଲାଗି ଭୁବନେଶ୍ୱର ରାଜମହଲରେ ଡଙ୍ଗା ବିକ୍ରୀ

କଟକ ତାଳଦଣ୍ଡା କେନାଲ ଜଳରାଶିରେ ବିତରଣ କରୁଛନ୍ତି ବତକ

କଟକ ବାଲିଯାତ୍ରା ତଳପଡିଆରେ ପିଲାମାନେ ଖେଳୁଛନ୍ତି

କରୋନା କଟକଣା ଯୋଗୁଁ  କାର୍ତ୍ତିକ ମାସ ବଡଓଷାରେ ଭକ୍ତଶୂନ୍ୟ ହୋ‍ଇପଡିଛି କଟକ ଧବଳେଶ୍ୱର ଶୈବପୀଠ

ଉଦିତ ସୂର୍ଯ୍ୟଙ୍କ କିରଣରେ ରଙ୍ଗାୟିତ ହୋ‍ଇଛି ପୁରୀ ବେଳାଭୂମି

କଟକ ତୁଳସୀପୁର ମହାନଦୀ ଜଳରାଶି ମଧ୍ୟଭାଗରେ ପିଲାମାନେ ଖେଳୁଛନ୍ତି

ପୁରୀ ବେଳାଭୂମିରେ ସୂର୍ଯ୍ୟାସ୍ତ