ଓଡ଼ିଶା: ଆଜିର ଫଟୋ (୧୮ ମାର୍ଚ୍ଚ, ୨୦୨୪ )

ଚୌଧୁରୀ ବଜ଼ାର ଅଞ୍ଚଳରେ ଖୋଲିଥିବା ଅଭିର ରଙ୍ଗ ଦୋକାନ ରୁ ଅଭିର ଓ ପିଚିକାରୀ କିଣୁଥିବା ଗ୍ରାହକ

କାଠଗଡ଼ା ସାହି ରଣାସାହିରେ ପଂଚୁ ଦୋଳ ଓ ଦୋଳ ବିମାନ ମେଳଣ ପାଇଁ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପାରମ୍ପରିକ କେଳା କେଳୁଣୀ ଓ ରାଜା ରାଣୀ ମୁଖ