ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୧, ୨୦୨୦)

 

କଟକ କଲେଜ ଛକ ଅଞ୍ଚଳରେ ରାଖୀ କିଣୁଛନ୍ତି ଯୁବତୀ

 

କଟକ ଗୋପାଳପୁରସ୍ଥିତ ଜାତୀୟ ରାଜପଥରେ ପୁନଃନିିର୍ମାଣ କାର୍ଯ୍ୟ ଚାଲିଛି

 

କାଠଯୋଡ଼ି ନଦୀ ଜଳରେ ଭସା ବାଦଲର ପ୍ରତିବିମ୍ବ

 

ସାମାଜିକ ଦୂରତ୍ୱ ନିୟମକୁ ଫୁ: କଟକ ଦରଘା ବଜାର ଚିକେନ ସେଣ୍ଟରରେ ଲୋକଙ୍କ ଭିଡ଼

 

ଲକ୍‌ଡାଉନ ସମୟରେ ଭୁବନେଶ୍ୱର ରାଜମହଲ ଛକ ପାଖରେ ବାଉଁଶର ଟୋକେଇ ତିଆରିରେ ନିମଗ୍ନ ଜଣେ ଦିବ୍ୟାଙ୍ଗ