ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୧, ୨୦୨୦ )

ଭୁବନେଶ୍ୱରର ଧଉଳି ନିକଟରେ ଏକ ଦମ୍ପତି ଖଜୁରୀ ପତ୍ର ବୁଣୁଛନ୍ତି

ରାଜ୍ୟ ସରକାର ସିନେମା ହଲ ଖୋଲିବା ନେଇ ଅନୁମତି ଦେବା ପରେ ଏକ ସିନେମା ହଲ୍ ସାନିଟାଇଜ କରାଯାଉଛି

ନୂତନ ବର୍ଷ ପୂର୍ବରୁ ଗ୍ରାହକମାନେ ପୁଷ୍ପଗୁଚ୍ଛ ଗୁଡିକୁ କିଣୁଛନ୍ତି

ଭୁବନେଶ୍ୱର ଉପକଣ୍ଠରେ ୨୦୨୦ ର ଶେଷ ସୂର୍ଯ୍ୟାସ୍ତ

୨୦୨୦ ର ଶେଷ ସନ୍ଧ୍ୟାରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର