ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୭, ୨୦୨୦)

ପର୍ଯ୍ୟଟକମାନେ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା କୁ ଦେଖିସାରିବା ପରେ ଆନନ୍ଦରେ ଫେରୁଛନ୍ତି

ଜଣେ ଯୁବକ ଭୁବନେଶ୍ୱରର ନୟାପାଲି ଦୁର୍ଗାପୂଜା ମଣ୍ଡପ ନିକଟରେ ମାଟି ହାଣ୍ଡି ବିକ୍ରି କରୁଛନ୍ତି

କଟକସ୍ଥିତ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ମୟୂରଭଞ୍ଜ ବନାମ ରାଉରକେଲା ମଧ୍ୟରେ ଆନ୍ତ ଜିଲ୍ଲା ଟି -୨୦ ମ୍ୟାଚ ଖେଳା ଯାଉଥିବାର ଦୃଶ୍ୟ

ଆଗକୁ ଖ୍ରୀଷ୍ଟମାସ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଜଣେ ମହିଳା ସାଣ୍ଟାକ୍ଲଜ୍ କ୍ୟାପ୍ କିଣିବା ପାଇଁ ଦେଖୁଛନ୍ତି