ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ

ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଥିବା ଏକ ଦୋକାନରେ ପ୍ରଦର୍ଶିତ ହୋଇଥିବା କଣ୍ଢେଇ ଜଣେ ଯୁବତୀ ଦେଖୁଛନ୍ତି