ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୭, ୨୦୨୧ )

ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଭକ୍ତମାନେ କଟକ ସ୍ଥିତ ମା କଟକଚଣ୍ଡୀ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି

କଟକସ୍ଥିତ ଚାନ୍ଦିନୀଚୋୖକ ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର

ଜଣେ ମହିଳା ଭୁବନେଶ୍ୱରର ରାମ ମନ୍ଦିର ରାସ୍ତା ନିକଟରେ ତାଙ୍କ ଦୃଷ୍ଟିହୀନ ସ୍ୱାମୀଙ୍କୁ ସାଥିରେ ନେଇ ଯାଉଛନ୍ତି