ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୧)

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି

 

ଟାଟା ବେଂଜ଼ ଛକ ଠାରେ ୩୨ ତମ ରୋଡ଼ ସେପ୍ଟିର ସପ୍ତାହିକ କାଯ୍ୟକ୍ରର୍ମର ଶୁଭଆରମ୍ଭ ରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ଅଧିକାରୀ ମାନେ ହେଲମେଟ ପିନ୍ଧିନଥିବା ବ୍ୟକ୍ତି ମାନଙ୍କୁ ଗୋଲାଫୁଲ, ପେନ୍ ଓ ଚକ୍ଲେଟ୍ ଦେଇ ସଚେତନ କରୁଛନ୍ତି

 ଭୁବନେଶ୍ୱରରେ ଟ୍ରାଫିକ୍ ପୋଲିସ ଅଧିକାରୀ ମାନେ ୩୨ ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରୁଛନ୍ତି

ସୋମବାର ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣର ଦ୍ୱିତୀୟ ଦିନର ଦୃଶ୍ୟ