ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି

ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ ବଜାର ଅଞ୍ଚଳରେ ନେତାଜୀ ଙ୍କ ଜନ୍ମସ୍ଥାନକୁ ସଜାଯାଉଛି

ଭୁବନେଶ୍ୱରର ସହିଦ ନଗର ସ୍ଥିତ ମହର୍ଷି ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ସେମିଷ୍ଟାର ପରୀକ୍ଷା ସରିବା ପରେ ବାହାରକୁ ବାହାରୁଛନ୍ତି