ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୧, ୨୦୨୧)

କେନ୍ଦ୍ର ପେଟ୍ରୋଲିଓମ ଓ ପ୍ରାକୃତିକଗ୍ୟାସ ମନ୍ତ୍ରଣାଳୟ ପକ୍ଷ୍ୟରୁ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ଓ ଇନ୍ଧନ ସଂରକ୍ଷଣ ସଚେତନତା ନେଇ କଟକ କଲେଜ ଛକ ଠାରେ ସାଇକେଲ ରାଲି

ପଲ୍‌ସ ପୋଲିଓ ପ୍ରଦାନ ଅବସରରେ ଵ୍ରହ୍ମପୁର ସ୍ଥିତ ଏକ କେନ୍ଦ୍ରରେ ଜଣେ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି।