ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ କେନାଲରୁ ପାଣି ଖସିଯିବା ପରେ ମହିଳାମାନେ ଶାଗ ତୋଳୁଛନ୍ତି

ଦୀର୍ଘ ଦିନ ପରେ ଓଡ଼ିଶାରେ କୋଭିଡ-୧୯ ହେତୁ ସ୍କୁଲ ବନ୍ଦ ଥିଲା ସରକାରଙ୍କ ନିର୍ଦେଶ କ୍ରମେ ସ୍କୁଲ ଖୋଲିବାରୁ ଭୁବନେଶ୍ୱର ର ରସୁଲଗଡ ଛକଠାରେ ପିଲା ମାନେ ରାସ୍ତା ପାରି ହୋଇ ଯାଉଛନ୍ତି

 

ମହିଳାମାନେ କାଠ ସଂଗ୍ରହ କରିବା ପରେ ମହାନଦୀ ରେ ଏକ ଡଙ୍ଗାରେ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଫେରୁଛନ୍ତି

ପିଲାମାନଙ୍କ ଜୀବନ ପ୍ରତି ବିପଦ ଜାଣି ସୁଦ୍ଧା ପିଲାମାନେ କଟକ ର ଡିଅର ପାର୍କ ନିକଟରେ ଥିବା ମହାନଦୀ ରେ ସୋଲ ରେ ଡଙ୍ଗା କରି ଖେଳୁଛନ୍ତି