ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୦, ୨୦୨୦)

ଭୁବନେଶ୍ୱରରେ ଗୁରୁବାର ଲକ୍‌ଡାଉନ ସମୟର ଦୃଶ୍ୟ


କଟକସ୍ଥିତ ବକ୍ସିବଜାର ମୁଖ୍ୟ ରାସ୍ତା କଡରେ ଅପରାହ୍ନରେ ପାରାପଲ

ମହର୍ଷି କଲେଜ ରୋଡ ନିକଟରେ ଶ୍ରମିକମାନେ ଡ୍ରେନଜ କାମରେ ନିୟୋଜିତ ଅଛନ୍ତି

ଭୁବନେଶ୍ୱର ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲ ପଡିଆରୁ ଘାସ କଟାଯାଉଛି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଦୃଶ୍ୟ