ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୧)

ବଢୁଛି ତାପମାତ୍ରା ଶୁଷ୍କ ନଦୀ ଯୋବ୍ରା ନିକଟରେ ଶୁଷ୍କ ଅବସ୍ଥା ରେ ଥିବା ମହାନଦୀ

ଏଜି ଛକରେ ବିଏମସି ପକ୍ଷରୁ ଗଛରେ ପାଣିଦିଅଯାଉଛି

ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ବେଣା ଚେର ରେ ପରଦା ପ୍ରସ୍ତୁତ କରୁଥିବା ମହିଳା

ଓଡିଶା ମହିଳା ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲ୍ ଖେଳପଡିଆ ରେ ଓଡିଶା ପୋଲିସ୍ ଏବଂ ସାଇ ଏସଟିସି ଖେଳାଳିଙ୍କ ମଧ୍ୟରେ ଖେଳାଯାଉଛି