ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୧, ୨୦୨୧)

ମହା ଶିବରାତ୍ରୀ ଅବସରରେ ଭକ୍ତମାନେ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମାଇଛନ୍ତି

 

ମହା ଶିବରାତ୍ରୀ ଅବସରରେ କଟକସ୍ଥିତ ଚାଉଳିଆଗଞ୍ଜ ଦୁର୍ଗାଶ୍ୱର ମନ୍ଦିର ସମ୍ମୁଖରେ ଜଳୁଥିବା ମହାଦୀପ

ମହା ଶିବରାତ୍ରୀ ଅବସରରେ ଭକ୍ତମାନେ ଶିବ ମନ୍ଦିର ଗୁଡିକରେ ପୂଜା କରୁଛନ୍ତି