ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୯, ୨୦୨୧)

ଅଲିଶା ବଜ଼ାର ଅଂଚଳ ରେ ହୋଲି ପର୍ବ ପାଳନ ଅବସର ରେ ପରସ୍ପର କୁ ଅଭିର ଲଗାଇ ଦେଉଥିବା ପିଲାମାନେ

ହୋଲି ପର୍ବ ପାଳନ କୁ ନେଇ ପୋଲିସ କମିଶନର ସ୍ଥିତି କୁ ଅନୁଧ୍ୟାନ କରୁଛନ୍ତି ଡିସିପି ପ୍ରତୀକ ସିଂ

ହୋଲିପର୍ବ ରେ କରୋନା ସଂକ୍ରମଣ ର ଭୟାଭୟତା କୁ ନେଇ ଲଗାଯାଇଥିବା କଟକଣା ଫଳ ରେ ପ୍ରଭାତ ସିନେମା ଛକ ବରପଥର ଲେନ ଶୂନ ସାନ ଅନୁଭୁତ