ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୫, ୨୦୨୧)

ହୋଲି ପରେ ମାରୱାଡି ମହିଳା ଙ୍କ ଦ୍ୱାରା ହେବାକୁ ଥିବା ପାରମ୍ପରିକ ପୂଜା ପାଇଁ ନୟାସଡ଼କ ଅଂଚଳ ରାସ୍ତା ପାର୍ଶ୍ୱରେ ବିକ୍ରୟ ପାଇଁ ରଖାଯାଇଥିବା ଗଙ୍ଗାଗୋଉର ମୂର୍ତି

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ବିଏମସି ର ମୋ ବସ ଗୁଡିକୁ ସାନିଟାଇଜ କରୁଛନ୍ତି

ରାଜଧାନୀରେ ପ୍ରବଳ ଖରା