ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮ , ୨୦୨୧)

ଭୁବନେଶ୍ୱର ଏସବିଆଇ ମେନବ୍ରାଞ୍ଚରୁ କରୋନା ପଜିଟିଭ ଅଧିକ ସଂଖ୍ୟାରେ ବାହାରିବାରୁ ବିଏମସି ପକ୍ଷରୁ ୯୬ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ କରାଯାଇଛି

କଟକ ବଡ ମେଡିକାଲ ନିକଟ ଆହାର କେନ୍ଦ୍ର

କରୋନା କଟକଣା ନିୟମ ଉଲ୍ଲଙ୍ଘନ ନେଇ ଲିଙ୍କରୋଡ ସ୍ଥିତ  ଘରୋଇ ଶିକ୍ଷାନୁଷ୍ଠାନ ମହେନ୍ଦ୍ର କୋଚିଂ ସେଣ୍ଟରକୁ ସିଏମସି ପକ୍ଷରୁ ସିଲ କରାଯାଉଛି