ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୨, ୨୦୨୧)

ବିଏମସି ଅଫିସିଆଲ ରେଳ କର୍ମଚାରୀ ମାନେ ବାହାର ରାଜ୍ୟ ରୁ ଆସୁଥିବା ଯାତ୍ରୀ ମାନଙ୍କୁ ଭଲ ଭାବରେ ଚେକିଙ୍ଗ କରି ଛାଡ଼ୁଛନ୍ତି

କଟକ ବଡମେଡିକାଲ ପାଖ ମଙ୍ଗଳାବାଗ ପାର୍ଶ୍ୱ ମୁଖ୍ୟ ଗଟେ ସମ୍ମୁଖ ରେ ବୁଲା ବ୍ୟବସାୟୀ ଙ୍କ ପସରା