ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୫, ୨୦୨୧)

ରାଜଧାନୀରେ ପ୍ରବଳ ଖରା ଓୟୁଏଟି କଲେଜ ର ଛାତ୍ରୀମାନେ ଖରାରୁ ରକ୍ଷା ପାଇବା ପାଇଁ ଛତା ଧରି ରାସ୍ତାରେ ଯାଉଛନ୍ତି

 

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ର ରାସ୍ତାପାଖରେ ଥିବା ପଡିଆରେ ପାଇପ ରୁ ନିର୍ଗତ ପାଣିକୁ ତୃଷ୍ଣା ମେଣ୍ଟାଉଥିବା ପାରା