ଓଡ଼ିଶା: ଆଜିର ଫଟୋ

ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ନିକଟରେ ନାମ ପଞ୍ଜୀକୃତ କରାଉଛନ୍ତି

 

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଆରଟି- ପିସିଆର ପରୀକ୍ଷା ପାଇଁ ଲୋକମାନେ ଲମ୍ବା ଲାଇନ ଲଗାଇଛନ୍ତି।

ଵ୍ରହ୍ମପୁର ର ଗଣେଶ ନଗର ମୁଖ୍ୟ ରାସ୍ତାରେ ପାଣି ପାଇଁ ଆନ୍ଦୋଳନ  ରାସ୍ତା ରୋକ।

ଜଣେ ଶାରୀରିକ ଅସୁସ୍ଥ ବ୍ୟକ୍ତି ଭୁବନେଶ୍ୱରର ରୁପାଲି ଛକରେ ଭିକ ମାଗୁଛନ୍ତି