ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୧)

ରାଜ୍ୟରେ କରୋନା ହୁହୁ ହୋଇ ବଢିଚାଲିଛି ହେଲେ ବାପୁଜିନଗର ପାଣିଟାଙ୍କି ରୋଡରେ ଲୋକଙ୍କ ପ୍ରବଳ ଗହଳି


ପରିବା ବିକ୍ରେତା ମାନେ ଭୁବନେଶ୍ୱରର ୟୁନିଟ ୧ ବଜାର ଛାଡି ଏବେ କରନା ପାଇଁ ମଦର ପବ୍ଲିକ ସ୍କୁଲ ଠାରେ ଅସ୍ଥାୟୀ ଭାବେ ବିକ୍ରୟ କରୁଛନ୍ତି


ପିଏମଜି ଛକ ରାସ୍ତାରେ କଡରେ ରଖାଯାଇଥିବା ଗାଡିକୁ କମିଶନରେଟ ପୋଲିସ କ୍ରେନ ରେ ଟେକି ଗାଡ଼ିରେ ଲଦି ନେଉଛନ୍ତି