ଓଡ଼ିଶା: ଆଜିର ଫଟୋ (ମେ ୬, ୨୦୨୧)

ରାଜମହଲ ଛକଠାରେ ଜଣେ ମହିଳା ପରିବା ବ୍ୟାଗ ମୁଣ୍ଡରେ ଲଦି ପିଲାଙ୍କ ସହ ଘରକୁ ଯାଉଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଠାରେ ଥିବା ଗୋଡ କୁନ୍ତୁନିଆ କେନାଲ ରେ ପିଲା ମାନେ ପାଣିକୁ ଡେଉଁଛନ୍ତି

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ରୁ ୬୪ ଯୋଗିନୀ ମନ୍ଦିର ଯିବା ରାସ୍ତାରେ ସୁନ୍ଦର ଫୁଲର ଦୃଶ୍ୟ

ଆଇଡ଼ିବିଆଇ ଛକରୁ ସହୀଦ ନଗର ମୁଖ୍ୟ ରାସ୍ତାକୁ ବିଏମସି ବାଉଁଶ ବାନ୍ଧି ସିଲ କରିଛି

ଝାରପଡା ଗଣେଶ ମଣ୍ଡପ ହାଟ କୁ ବିଏମସି ଉଠାଇ ଦେଇଛି,  ରାସ୍ତା ପାଖରେ ଅସ୍ଥାୟୀ ହାଟରୁ ଲୋକମାନେ ପରିବା କିଣି ନେଉଛନ୍ତି