ଓଡ଼ିଶା: ଆଜିର ଫଟୋ (ମେ ୧୦, ୨୦୨୧)

ୟୁନିଟ-୧ ହାଟରୁ ଜଣେ ଲୋକ କୁଲା କିଣୁଛନ୍ତି

 

ଭୁବନେଶ୍ୱରର ୟୁନିଟ-୧ ପରିବା ବଜାରରେ ପରିବା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ

ୟୁନିଟ-୧ ହାଟ ମୁଖ୍ୟ ରାସ୍ତାରେ ବଡ ଖାଲ ହୋଇଛି ହେଲେ ବିଏମସି ର ଏଥିପ୍ରତି ନିଘା ନାହିଁ

ବାଣୀବିହାର ଜାତୀୟରାଜପଥ ଭିଏସଏସ ନଗର ରୋଡ ରେ ୩ ଜଣ ଶିଶୁ ଏକ କବାଡିଆ ଟ୍ରଲି କୁ ନେଇ ଯାଉଛନ୍ତି

ଆକାଶରେ ମେଘୁଆ ବାଦଲ ଭୁବନେଶ୍ୱର ସହର କୁ ଢାଙ୍କି ରଖିଥିବାର ଦୃଶ୍ୟ