ଓଡ଼ିଶା: ଆଜିର ଫଟୋ (ମେ ୨୭, ୨୦୨୧)
ହାଟରୁ ପରିବା କିଣି ରାଜମହଲ ଛକରେ ମହିଳା ମାନେ ମୁଣ୍ଡରେ ମୁଣ୍ଡାଇ ଘରକୁ ଯାଉଛନ୍ତି
ଭୁବନେଶ୍ୱର ଉପକଣ୍ଠ ବାଳକଟି ଅଲରପୁର ଏକ କେନାଲ ରୁ ଜଣେ ବ୍ୟକ୍ତି ପଲୁହ ପକାଇ ମାଛ ଧରୁଛି
କଟକ ରୋଡ଼ ବୁଧେଶ୍ଵରୀ ମନ୍ଦିର ସମୁଖରେ ଏକ ଷ୍ଟ୍ରୀଟ ଲାଇଟ ଇଲେକ୍ଟ୍ରି ପବନରେ ବଙ୍କା ହୋଇ ଓହଳି ରହିଛି ହେଲେ କାହାର ନଜର ଆସୁନି
ରେଳ ଷ୍ଟେସନ ରାସ୍ତା ପାର୍ଶ୍ୱରେ ଟ୍ରଲି ରିକ୍ସା ଉପରେ ବିଶ୍ରାମ ନେଉଥିବା ଟ୍ରଲି ରିକ୍ସା ଚାଲାକ