ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୮, ୨୦୨୧ )

୯ ମାସ ପରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀମାନେ ଭୁବନେଶ୍ୱରର ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରୁଛନ୍ତି

 

ଭୁବନେଶ୍ୱରରେ ସିନେମା ହଲ ଖୋଲିବା ପରେ ଦର୍ଶକମାନେ ସିନେମା ଦେଖିବାକୁ ଯାଉଛନ୍ତି

 

କୋଭିଡ୧୯ ହେତୁ ବନ୍ଦ ଥିବା ରାଜଧାନୀ ୟୁନିଟ ୪ ମସଜିଦ ଖୋଲିବା ପରେ ପ୍ରାର୍ଥନା କରୁଛନ୍ତି ଲୋକମାନେ