ଓଡ଼ିଶା: ଆଜିର ଫଟୋ (ଜୁନ ୧୦, ୨୦୨୧)

କଟକସ୍ଥିତ ଖାନଗର ମାଲାଚାନ୍ଦିଆ ଠାକୁର ଟ୍ରାଫିକ ପୋଷ୍ଟ ନିକଟରେ ପୋଲିସ ଗାଡି କାଗଜପତ୍ର ଯାଞ୍ଚ କରୁଛି

ସାବିତ୍ରୀ ବ୍ରତରେ ମହିଳା ଭକ୍ତମାନେ ସେମାନଙ୍କ ସ୍ୱାମୀ ମାନଙ୍କର ଦୀର୍ଘ ଜୀବନ କାମନାକରି ଚିନ୍ତାମଣେଶ୍ୱର ମନ୍ଦିରରେ ଦେବୀ ସାବିତ୍ରୀଙ୍କୁ ପୂଜା କରୁଛନ୍ତି

କଟକସ୍ଥିତ ଛତ୍ର ବଜାର ଫଳ ଦୋକାନରେ ଏକ କୁଲି ଆମ୍ବ ବସ୍ତା ରଖୁଛନ୍ତି