କଳ୍ପନା ଛକରେ ଜଣେ ଯୁବତୀ ଜାମୁକୋଳି କିଣୁଛନ୍ତି
ଦୁଇଦିନ ଧରି ସପ୍ତାହାନ୍ତ ସଟଡାଉନ ଖୋଲିବାପରେ ଆଜି ଭୁବନେଶ୍ୱର ରେ ପ୍ରବଳ ଗହଳି
ଅଶୋକନଗର ରୋଡ ରେ ଜଣେ ବ୍ୟକ୍ତି କାନ୍ଧରେ ବାଜା ଓ ହାତରେ ଡ଼ମ୍ବୁର ଧରି ବିକ୍ରି ପାଇଁ ଯାଉଛି