ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧, ୨୦୨୧)

ରାଜଧାନୀରେ ପ୍ରବଳ ଖରା ହେତୁ ଶୋଷ ମେଣ୍ଟାଇବା ପାଇଁ ପକ୍ଷୀମାନେ ରାମମନ୍ଦିର ସମୁଖରେ ଥିବା ପାଣିକୁ ପିଉଛନ୍ତି

୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ

ରାଜଧାନୀରେ ପ୍ରବଳ ଖରା ହେତୁ ଲୋକମାନେ ଖରା ସହି ନପାରି  ମୁଣ୍ଡରେ ଗାମୁଛା ପକାଇ ଆସୁଛନ୍ତି