ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୭, ୨୦୨୦)

ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ରେ ପ୍ରବଳ ବର୍ଷା

ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସୁବଳ ମହାରାଣାଙ୍କ ଦ୍ୱାରା ବାଲୁକା କଳା

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭୁବନେଶ୍ୱରରେ ପ୍ରଦର୍ଶନୀ ପଡିଆ ପ୍ରସ୍ତୁତ ହେଉଛି

ଭୁବନେଶ୍ୱରରେ ସପ୍ତାହ ଶେଷ ହେବା ପୂର୍ବରୁ ବଜାରରେ ପ୍ରବଳ ଭିଡ

ଜଣେ ଝିଅ ଏକ ଦୋକାନରେ ଦେବୀ ଖୁଦୁରୁକୁନିଙ୍କ ମାଟି ପ୍ରତିମାଗୁଡ଼ିକର ଫୋଟୋ ଉଠାଉଛନ୍ତି