ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୦)

ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ବାପୁଜୀନଗର ଏବଂ ଅଶୋକନଗର ଅଞ୍ଚଳରେ ପୋଲିସ୍ କର୍ମଚାରୀଙ୍କ ରେଡ୍

 

ମା ଝାଞ୍ଜିରୀମଙ୍ଗଳାଙ୍କ ଷୋଡ଼ଶୀ ବେଶ

 

ଜଣେ ମହିଳା ବିକ୍ରେତା ଭୁବନେଶ୍ୱରର ରାଜଭବନ ରାସ୍ତାରେ ନିଜ ପିଲା ସହ ଖେଳୁଛନ୍ତି