ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୦)

ଭୁବନେଶ୍ୱରର ଓଲ୍ଡଟାଉନ୍ ଅଞ୍ଚଳରେ ବିଶ୍ୱକର୍ମାଙ୍କ ମାଟି ପ୍ରତିମାକୁ ଜଣେ କାରିଗର ଶେଷ ସ୍ପର୍ଶ ଦେଇଛନ୍ତି

ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ ସୋମବାର କଟକସ୍ଥିତ ରାଣୀହାଟ ହାଇସ୍କୁଲରେ ପରୀକ୍ଷା ହଲରେ ପ୍ରବେଶ କରୁଛନ୍ତି

ମା ବିମଲାଙ୍କ ‘ମହେଶ୍ୱରୀ’ ବେଶ

ଉତ୍କଳ ସଂଗୀତ ମହାବିଦ୍ୟାଳୟ ର ଜଣେ ଛାତ୍ର ଗାନ୍ଧୀ ପୋଷାକ ପିନ୍ଧି ଭୁବନେଶ୍ୱରର ସଚ୍ଚିବାଳୟ ମାର୍ଗରେ ଫେସ୍ ମାସ୍କ ପିନ୍ଧିବା ବିଷୟରେ ସଚେତନ କରୁଛନ୍ତି