ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୦)

କଳା ବାଦଲ ଆସ୍ତରଣରେ ରାଜଧାନୀ ଆକାଶ

 

ଭୁବନେଶ୍ୱରସ୍ଥିତ ବିନ୍ଦୁସାଗର ମଧ୍ୟ ଭାଗରେ ଥିବା  ମନ୍ଦିର ଚାରିପାଖରେ ଅନାବନା ଗଛ

 

ଗ୍ୟାରେଜଛକଠାରେ ବାଇକ ଓ କାର ଚାଳକଙ୍କଠାରୁ ଫାଇନ ଆଦାୟ କରୁଛି ପୋଲିସ

 

କଟକ ଶକ୍ତିନଗରରେ ବିଶ୍ରାମ ନେଉଛି ମାଙ୍କଡ଼

 

ଲକଡାଉନରେ ଭୁବନେଶ୍ୱର