ଓଡ଼ିଶା: ଆଜିର ଫଟୋ ( ୨ ଅଗଷ୍ଟ, ୨୦୨୪)

ଭୁବନେଶ୍ୱର ରାଜଧାନୀରେ ଜଣେ କାଉଡିଆ ମେଘୁଆ ପାଗରେ ବାହୁଙ୍ଗି ଧରି ବୋଲ ବମ ଯାଉଛନ୍ତି

କୁଆଖାଇ ନଦୀରେ ପ୍ରଥମ ବନ୍ୟା ପାଣିରେ ଲୋକମାନେ ମାଛଧରୁଛନ୍ତି

ଭୁବନେଶ୍ୱରର ହଂସପାଳ ଓଭର ବ୍ରିଜ ଗୋଟେ ପାଖ ଖୋଲାଯାଇଛି ଗାଡିମଟର ଯାତାୟାତ କରୁଥିବାର ଦୃଶ୍ୟ