ଓଡ଼ିଶା: ଆଜିର ଫଟୋ ( ୧୦ ଅଗଷ୍ଟ, ୨୦୨୪ )

ଭୁବନେଶ୍ୱର ୟୁନିଟ ୯ ହାଟରେ ଗଣେଶ ପୂଜା ପାଇଁ କାରିଗରମାନେ ମାଟିରେ ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି

 

 

ଭୁବନେଶ୍ୱର ୟୁନିଟ – ୧ ହାଟ ଆଳୁ ଦୋକାନରେ ବିଏମସିର ରେଡ୍

 

 

ପୁରୀ ବେଳା ଭୂମିରେ ନୌସେନାର ଜାହାଜ ଲାଗିଛି