ଓଡ଼ିଶା: ଆଜିର ଫଟୋ ( ୧୧ ମେ, ୨୦୨୪)

ବକୁଳ ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍ ଲେଡି ଅଫ୍ ଓଡ଼ିଶା’ ଉନ୍ମୋଚିତ

 

 

କଟକ ଚାନ୍ଦିନୀ ଚୌକ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଥିବା ଶନି ଦେବଙ୍କ ପ୍ରତିମୂର୍ତ୍ତିରେ ଗ୍ରହରାଜ ଶନିଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଳୁ ଜଳ ଲାଗି କରୁଛନ୍ତି