ଓଡ଼ିଶା: ଆଜିର ଫଟୋ ( ୧୧ ସେପ୍ଟେମ୍ବର, ୨୦୨୪ )

କଟକ କୁମ୍ଭାର ସାହି ଅଂଚଳରେ ବିଶ୍ୱକର୍ମାଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଥିବା ଶିଳ୍ପୀ

 

 

 

ସୃଜନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ GKCM ପୁରସ୍କାର ମହୋତ୍ସବର ଉଦଯାପନୀ ଦିବସ

 

 

 

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବୟନିକାଙ୍କ ଦ୍ୱାରା ଜାତୀୟ ହ୍ୟାଣ୍ଡଲୁମ୍ ପ୍ରଦର୍ଶନର ଉଦଘାଟନ