ଓଡ଼ିଶା: ଆଜିର ଫଟୋ (୧୨ ଅଗଷ୍ଟ, ୨୦୨୪)

ଶ୍ରାବଣ ମାସ ସୋମବାରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଜଳଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

 

 ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୁପୁର ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ମଲ୍ଲହାର-୨୦୨୪’ରେ ପରିବେଷିତ ଓଡ଼ିଶୀ ନୃତ୍ୟ

 

  ଭୁବନେଶ୍ୱରସ୍ଥିତ ସୂଚନା ଭବନରେ OASMEର ୩୮ତମ ବାର୍ଷିକ କନ୍ଭେନସନରେ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ

 

କଟକ ସିଡିଏ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ହଲରେ ୫ମ ଓଡ଼ିଶା ଷ୍ଟେଟ ଇଣ୍ଟର ସ୍କୁଲ ଏବଂ ୨୯ତମ YGTTA ଷ୍ଟେଟ ରାଙ୍କିଙ୍ଗ ଟେବଲ ଟେନିସ ଚାମ୍ପିଅନସିପର ଉଦଘାଟନୀ ସମାରୋହ ଅନୁଷ୍ଠିତ

 

କଟକ କଲେଜ ଛକସ୍ଥିତ ପିଲଗ୍ରିମ ରୋଡରେ କଟକ ମହାନଗର ନିଗମ ପକ୍ଷରୁ ଏକାଧିକ ବେଆଇନ ନିର୍ମାଣ ତଥା ଜବରଦଖଲ ଉଚ୍ଛେଦ କରାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୯ ସେପ୍ଟେମ୍ବର, ୨୦୨୪)

 ଶରଧାବାଲି ଠାରେ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ଅବସର ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ 

ଓଡ଼ିଶା: ଆଜିର ଫଟୋ ( ୧୮ ସେପ୍ଟେମ୍ବର, ୨୦୨୪ )

କଟକ ଚାଉଳିଆଗଞ୍ଜରେ ଅନୁଷ୍ଠିତ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ‘ସାୱନ୍’ ପରିବେଷଣ

ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ      କଟକ ରାଣୀହାଟ କେନାଲ ରୋଡରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ ( ୧୫ ସେପ୍ଟେମ୍ବର, ୨୦୨୪ )

କଟକ ଦେବୀଗଡା କାଠଯୋଡ଼ି ନଦୀ ତଟଠାରେ ପ୍ରଥମ ପର୍ଯ୍ୟାୟ ଗଣେଶ ମୁର୍ମୟୀ ପ୍ରତିମା ବିସର୍ଜନ ଶୋଭାଯାତ୍ରା     ରାଜଧାନୀରେ ବର୍ଷା     ରବୀନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ       ଆଗକୁ ବିଶ୍ୱକର୍ମା ପୂଜା ୟୁନିଟ-୯ରେ ଜଣେ ଶିଳ୍ପୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦଉଛନ୍ତି...

ଓଡ଼ିଶା: ଆଜିର ଫଟୋ (୧୨ ସେପ୍ଟେମ୍ବର, ୨୦୨୪)

ଶରତ ଋତୁର ଆଗମନରେ ମହାନଦୀ ତଟ ପାର୍ଶ୍ୱରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ ମନସିଂହପାଟଣା ଅଞ୍ଚଳରେ ତାରକସି କାରିଗରଙ୍କ ନୂତନ ଚାନ୍ଦି ମେଢ଼ କାର୍ଯ୍ୟ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୧୧ ସେପ୍ଟେମ୍ବର, ୨୦୨୪ )

କଟକ କୁମ୍ଭାର ସାହି ଅଂଚଳରେ ବିଶ୍ୱକର୍ମାଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଥିବା ଶିଳ୍ପୀ       ସୃଜନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ...

ଓଡ଼ିଶା: ଆଜିର ଫଟୋ ( ୧୦ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଷଷ୍ଠ ସନ୍ଧ୍ୟା       କଟକ ସିଏମସି ହେଲଥ ସ୍କ୍ୱାର୍ଡ ପକ୍ଷରୁ ଲିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri